୧. ମତ୍ସ୍ୟ ପାଳନ କ୍ଷେତ୍ରର ଉଦ୍ଦେଶ୍ୟ:
- » ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା
- » ମତ୍ସ୍ୟ ବିହନ ଉତ୍ପାଦନ ବୃଦ୍ଧି କରିବା
- » ତାଲିମ ଓ ଦକ୍ଷତା ବିକାଶ
- » ମତ୍ସ୍ୟଜୀବୀଙ୍କ କଲ୍ୟାଣ
୨. ପଶୁ ସମ୍ପଦ ବିକାଶ କ୍ଷେତ୍ରର ଉଦ୍ଦେଶ୍ୟ:
- » ତାଲିମ / ପରାମର୍ଶ ମାଧ୍ୟମରେ ବୃତ୍ତିଗତ କାର୍ଯ୍ୟରେ ଉନ୍ନତି ଆଣିବା
- » ସମ୍ପ୍ରଦାୟର ଅଂଶଗ୍ରହଣ ଏବଂ ବଜାର ସମ୍ଭାବନାକୁ ବିସ୍ତାର କରିବା ପାଇଁ ସମବାୟ ସମିତି ଗଠନ
- » ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ବୈଜ୍ଞାନିକ ପଦ୍ଧତି ଚାଷ ଗ୍ରହଣ କରିବାକୁ ଘରୋଇ କ୍ଷେତ୍ରକୁ ଉତ୍ସାହିତ କରିବା
- » ସ୍ଥାନୀୟ ପ୍ରଜାତିର କ୍ଷମତାକୁ ଉନ୍ନତ କରିବା
- » ନୂତନ ଟେକ୍ନୋଲୋଜିର ପ୍ରସାର
- » ଉତ୍ତମ ପଶୁ ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ପରିଚାଳନା
- » ଜେନେଟିକ୍ ଅପ୍-ଗ୍ରେଡେସନ୍ ମାଧ୍ୟମରେ ଉତ୍ପାଦକତା ବୃଦ୍ଧି କରିବା
- » ପଶୁପାଳନ କ୍ଷେତ୍ରର କାର୍ଯ୍ୟକଳାପର ସମ୍ପ୍ରସାରଣ
- » ଜୀବନ ରକ୍ଷାକାରୀ ଜୈବିକ ଟିକା ଏବଂ ଔଷଧ ଉତ୍ପାଦନ ପାଇଁ ଓଡ଼ିଶା ଜୈବ ଉତ୍ପାଦ ପ୍ରତିଷ୍ଠାନକୁ ମଜବୁତ କରିବା
- » ରୋଗ ନିୟନ୍ତ୍ରଣ ପ୍ରଣାଳୀକୁ ମଜବୁତ କରିବା



