ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗକୁ ସ୍ୱାଗତ ଓଡ଼ିଶା ରାଜ୍ୟ ଅନ୍ତର୍ଦେଶୀୟ, କ୍ଷାରୀୟ (ଲୁଣା) ଜଳ ଏବଂ ସାମୁଦ୍ରିକ ସମ୍ପଦରେ ପରିପୂର୍ଣ୍ଣ ଏବଂ ରାଜ୍ୟରେ ମତ୍ସ୍ୟ ଚାଷ ଏକ ପ୍ରମୁଖ କାର୍ଯ୍ୟ ଅଟେ। ସାମୁଦ୍ରିକ ଏବଂ ଅନ୍ତର୍ଦେଶୀୟ ମତ୍ସ୍ୟ ସମ୍ପଦ କ୍ଷେତ୍ରରେ ବିକାଶ ତଥା ଅନେକ ପ୍ରକଳ୍ପରେ ପୁଞ୍ଜିନିବେଶ ପାଇଁ ବ୍ୟାପକ ସୁଯୋଗ ରହିଛି। ବିଭିନ୍ନ କେନ୍ଦ୍ର…